Below header
Browsing Tag

JioSaavn app

କେବଳ ୨୯୯ ଟଙ୍କାରେ ମିଳୁଛି ୯୯୯ ଟଙ୍କା ବିଶିଷ୍ଟ ପ୍ଲାନ, କମ୍ପାନୀ ଦେଉଛି ପୂରା ୭୦% ରିହାତି

ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଜିଓ ନୂଆ ଧମାକାଦାର ଅଫର ନେଇ ଆସିଛି। ଏଥର କମ୍ପାନୀ ନିଜର ମ୍ୟୁଜିକ ଆପ JioSaavnର ପ୍ରୋ ଏଡିସନ ସବସ୍କ୍ରିପସନ ଉପରେ ୭୦% ରିହାତି ଦେଉଛନ୍ତି। ଅର୍ଥାତ କେବଳ ୨୯୯ ଟଙ୍କାରେ ଆପଣ ବର୍ଷସାରା ଏହି ଆପର ଲାଭ ଉଠାଇ ପାରିବେ। ଆପଣଙ୍କୁ ଜଣାଇବାକୁ ଚାହିଁବୁ…