Browsing Tag

JITENDRA’S BIRTH DAY PARTY

୭୭ତମ ଜନ୍ମ ଦିନରେ ଏମିତି ନାଚିଲେ ‘ଜମ୍ପିଂ ଜ୍ୟାକ୍‌’ ଜିତେନ୍ଦ୍ର

ବଲିଉଡ୍‌ର ବିଗତ ଦିନର ସବୁଠାରୁ ହ୍ୟାଣ୍ଡସମ୍‌ ନାୟକ ଥିଲେ ଜିତେନ୍ଦ୍ର । ଏବେ ସେ ଆଉ ଅଭିନୟ କ୍ଷେତ୍ରରେ ନାହାନ୍ତି । ତେବେ ୧୯୬୦ରୁ ୧୯୯୦ ଯାଏ ଜିତେନ୍ଦ୍ର ଅନ୍ୟତମ ସୁପରଷ୍ଟାର ଭାବେ ଜଣାଶୁଣା ଥିଲେ । ଅନେକ ହିରୋଇନ୍‌ଙ୍କ ସହ ତାଙ୍କର ଯୋଡ଼ି ସୁପରହିଟ୍‌ ହୋଇଛି । କ୍ୟାରିୟର୍‌ର ଶେଷ ଭାଗରେ…