Below header
Browsing Tag

jobra

କାହିଁକି ମହାନଦୀକୁ ଡେଇଁଲେ ଯୁବତୀ, ଉଦ୍ଧାର ପରେ କଟକ ଏସସିବିକୁ କରାଗଲା ସ୍ଥାନାନ୍ତର

କଟକ(କେନ୍ୟୁଜ୍): ମହାନଦୀକୁ ପୁଣି ଡେଇଁଲେ ଯୁବତୀ। ଯୋବ୍ରା ବ୍ୟାରେଜ ନିକଟରେ ଚୌଦ୍ୱାର ଅଞ୍ଚଳର ଏହି ଯୁବତୀ ଜଣଙ୍କ ମହାନଦୀକୁ ଡେଇଁ କାହିଁକି ଆତ୍ମହତ୍ୟା ଉଦ୍ୟମ କରିଥିଲେ ତାହା ସ୍ପଷ୍ଟ ହୋଇ ନାହିଁ। ଦିନ ଗୋଟାଏ ବେଳେ ଯୁବତୀ ଜଣଙ୍କ ହଠାତ ବ୍ୟାରେଜ ଉପରକୁ ଆସି ନଦୀ ଭିତରକୁ ଡେଇଁ ପଡିଥିଲେ।…

କଟକରେ ଗ୍ୟାଙ୍ଗୱାର : ୨ଅପରାଧୀ ଗୋଷ୍ଠୀ ଗଣ୍ଡଗୋଳ ଘଟଣାରେ ଜଣେ ମୃତ

କଟକ(କେନ୍ୟୁଜ୍) : କଟକରେ ଗ୍ୟାଙ୍ଗୱାର। ଯୋବ୍ରାଅଞ୍ଚଳରେ ୨ଅପରାଧୀ ଗୋଷ୍ଠୀ ଗଣ୍ଡଗୋଳ ଘଟଣାରେ ଜଣେ ମୃତ। ଦୁର୍ଦ୍ଦାନ୍ତ ଅପରାଧୀ ତପନ ନାୟକର ମୃତ୍ୟୁ ହୋଇଛି। ଜୋବ୍ରାରୁ ମାଛମରାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡୋଗଳ ହୋଇଥିଲା। ଏଥିରେ ତପନ ଗୁରୁତର ଆହତ ହୋଇଥିଲା। ତାକୁ ଚିକିତ୍ସା…