Browsing Tag

JUNDICE IN CUTTACK SHIKHARPUR

କଟକରେ ପୁଣି ଜଣ୍ଡିସ୍‌ ଆତଙ୍କ, ୧୫ରୁ ଅଧିକ ଆକ୍ରାନ୍ତ

କଟକ (କେ ନ୍ୟୁଜ୍‌) : ପୁଣି ଜଣ୍ଡିସ୍‌ ଫେରିଲା ସିଲଭର ସିଟିକୁ । କଟକ ଶିଖରପୁର ତଳସାହିରେ ଜଣ୍ଡିସ୍‌ ଆତଙ୍କ। ତଳସାହିରେ ୧୫ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । ଯାହାକୁ ନେଇ ସ୍ଥାନୀୟ ଲୋକ ଆତଙ୍କିତ ଅଛନ୍ତି । ଏକ ଡାକ୍ତରୀ ଟିମ୍‌ କ୍ୟାମ୍ପ ପକାଇ ଲୋକଙ୍କ ରକ୍ତ ନମୂନା ପରୀକ୍ଷା କରିବା ସହ…