Below header

କଟକରେ ପୁଣି ଜଣ୍ଡିସ୍‌ ଆତଙ୍କ, ୧୫ରୁ ଅଧିକ ଆକ୍ରାନ୍ତ

କଟକ (କେ ନ୍ୟୁଜ୍‌) : ପୁଣି ଜଣ୍ଡିସ୍‌ ଫେରିଲା ସିଲଭର ସିଟିକୁ । କଟକ ଶିଖରପୁର ତଳସାହିରେ ଜଣ୍ଡିସ୍‌ ଆତଙ୍କ। ତଳସାହିରେ ୧୫ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । ଯାହାକୁ ନେଇ ସ୍ଥାନୀୟ ଲୋକ ଆତଙ୍କିତ ଅଛନ୍ତି । ଏକ ଡାକ୍ତରୀ ଟିମ୍‌ କ୍ୟାମ୍ପ ପକାଇ ଲୋକଙ୍କ ରକ୍ତ ନମୂନା ପରୀକ୍ଷା କରିବା ସହ ମେଡିସିନ୍‌ ବଣ୍ଟନ କରୁଛନ୍ତି । ସେପଟେ ଦୂଷିତ ପାଣି ପିଇବାରୁ ଜଣ୍ଡିସ୍‌ ବ୍ୟାପୁଥିବା ସନ୍ଦେହ କରାଯାଉଛି। ଏନେଇ ନାଳ ନର୍ଦ୍ଦମା ସଫା କରିବା ସହ ବ୍ଲିଚିଂ ସିଞ୍ଚନ କରାଯାଉଛି।

CTC JUNDICE-2

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.