Below header
Browsing Tag

Kala Baisakhi

ମୋହନା ଅଞ୍ଚଳରେ କାଳ ବୈଶାଖୀର ତାଣ୍ଡବ, ପ୍ରବଳ ବର୍ଷା, ପବନ ସହ ବଜ୍ରପାତ

ଗଜପତି (କେନ୍ୟୁଜ୍‌): ଗଜପତି ଜ଼ିଲ୍ଲା ମୋହନା ଏବଂ ଏହାର ଆଖପାଖ ଅଞ୍ଚଳରେ ଅପରାହ୍ନରେ କାଳ ବୈଶାଖୀ ପ୍ରଭାବ ରେ ପ୍ରବଳ ବର୍ଷା, ପବନ ସହ ବଜ୍ରପାତ ହୋଇଛି l ଫଳରେ ଚନ୍ଦ୍ରଗିରି,ଅଡବା, ମୋହନା ସମେତ ଏହାର ଆଖପାଖ ଅଞ୍ଚଳ ରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି l ବିଭିନ୍ନ ଅଞ୍ଚଳ ରେ…

ଆସନ୍ତାକାଲିଠୁ ରାଜ୍ୟରେ ବଢିବ କାଳବୈଶାଖୀର ପ୍ରଭାବ ! ଆଜି ୫ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ

ଭୁବନେଶ୍ୱର (କେନ୍ୟୁଜ): ଦିନରେ ଖରା ତାତି । ସନ୍ଧ୍ୟାରେ ଆଶ୍ୱସ୍ତି ଦେଉଛି କାଳବୈଶାଖୀ । ରାଜ୍ୟରେ ପ୍ରକୋପ ଦେଖାଉଛି ଝଡ଼ବର୍ଷା । କାଳବୈଶାଖୀ ପ୍ରଭାବରେ ରାଜ୍ୟ ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେଉଛି । ଆସନ୍ତା ୫ ଦିନ ଯାଏ ଏହାର ପ୍ରଭାବ ଜାରି ରହିବ । ବିଶେଷ କରି…

ଦିନରେ ଖରା ରାତିରେ ବର୍ଷା, ଆହୁରି ୩ ଦିନ ରାଜ୍ୟରେ ଜାରି ରହିବ କାଳବୈଶାଖୀ

ଭୁବନେଶ୍ୱର (କେନ୍ୟୁଜ): ତାତି ସାଙ୍ଗକୁ ଆଉ ୩ ଦିନ କାଳବୈଶାଖୀ । ଦିନ ବେଳେ ପ୍ରବଳ ଖରା ସାଙ୍ଗକୁ ତାତି । ଅପରାହ୍ନରେ କିଛି ସ୍ଥାନରେ କାଳବୈଶାଖୀ । ବିଜୁଳି ଘଡ଼ଘଡ଼ି ସହ ଝଡ଼ବର୍ଷା ନେଇ ୯ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ । ପବନର ବେଗ ଘଣ୍ଟା ପ୍ରତି ୩୦ରୁ ୪୦ କିମି ରହିବା ଆଶଙ୍କା ରହିଛି।…