Below header
Browsing Tag

kalpana das

ପଞ୍ଚଭୂତରେ ଲୀନ ହେଲେ ପାହାଡ଼ର ରାଣୀ କଳ୍ପନା ଦାଶ

ସ୍ୱର୍ଗଦ୍ୱାରରେ ପଞ୍ଚଭୂତରେ ଲୀନ ହେଲେ ପାହାଡ଼ର ରାଣୀ କଳ୍ପନା । ଦ୍ୱିତୀୟଥର ଏଭରେଷ୍ଟ ଆରୋହଣ କରିବାକୁ ଯାଇଥିବା ବେଳେ ହିମାଳୟ କୋଳରେ ତାଙ୍କର ଦେହାନ୍ତ ହୋଇଥିଲା। ଆଜି ମରଶରୀର ଓଡ଼ିଶା ପହଞ୍ଚିବା ପରେ ଭୁବନେଶ୍ୱର ଓ ଜନ୍ମମାଟି ଢେଙ୍କାନାଳରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି।…

ଆଜି ନୁହଁ ବରଂ ଆସନ୍ତାକାଲି ସକାଳେ ଭୁବନେଶ୍ୱରରେ ପହଞ୍ଚିବ ପର୍ବତାରୋହୀ କଳ୍ପନା ଦାସଙ୍କ ମରଶରୀର

ଆଜି ନୁହଁ ବରଂ ଆସନ୍ତାକାଲି ସକାଳେ ଭୁବନେଶ୍ୱରରେ ପହଞ୍ଚିବ ପର୍ବତାରୋହୀ କଳ୍ପନା ଦାସଙ୍କ ମରଶରୀର । ନେପାଳ କାଠମାଣ୍ଡୁରୁ ମରଶରୀର ଭୁବନେଶ୍ୱର ଆଣାଯାଉଛି । ସୂଚନାଅନୁଯାୟୀ, ଆଜି ରାତି ୯ଟାରେ ଭୁବନେଶ୍ୱରରେ ପହଞ୍ଚିବା ପରେ କଳିଙ୍ଗ ଷ୍ଟାଡିୟମ୍‌ ନିଆଯାଇଥାନ୍ତା କିନ୍ତୁ ବିମାନ ବିଳମ୍ବ…

ଆଜି ଭୁବନେଶ୍ୱରରେ ପହଞ୍ଚିବ ପର୍ବତାରୋହୀ କଳ୍ପନା ଦାସଙ୍କ ମରଶରୀର

ଭୁବନେଶ୍ୱର(କେନ୍ୟୁଜ୍) : ଆଜି ଭୁବନେଶ୍ୱରରେ ପହଞ୍ଚିବ ପର୍ବତାରୋହୀ କଳ୍ପନା ଦାସଙ୍କ ମରଶରୀର । ନେପାଳ କାଠମାଣ୍ଡୁରୁ ମରଶରୀର ଭୁବନେଶ୍ୱର ଆଣାଯାଉଛି । ରାତି ୯ଟାରେ ଭୁବନେଶ୍ୱରରେ ପହଞ୍ଚିବା ପରେ କଳିଙ୍ଗ ଷ୍ଟାଡିୟମ୍‌ ନିଆଯିବ । ସେଠାରେ ପାଖାପାଖି ଏକ ଘଣ୍ଟା ମରଶରୀର ରଖାଯିବ । କଳ୍ପନାଙ୍କ…

ନେପାଳ ବେସ୍‌ କ୍ୟାମ୍ପରେ ପହଞ୍ଚିଲା ଏଭରେଷ୍ଟରେ ପର୍ବତାରୋହୀ କଳ୍ପନାଙ୍କ ମରଶରୀର, କାଠମାଣ୍ଡୁର ଲୁକିୟାଡେନକୁ ଆସିବ…

କେନ୍ୟୁଜ୍: ବେସ୍‌କ୍ୟାମ୍ପରେ ପହଞ୍ଚିଲା କଳ୍ପନାଙ୍କ ମରଶରୀର। ବରଫତଳୁ ମୃତଦେହ ଉଦ୍ଧାର ପରେ ନେପାଳ ବେସ୍‌ କ୍ୟାମ୍ପରେ ପହଞ୍ଚିଛି ପର୍ବତାରୋହୀ କଳ୍ପନା ଦାଶଙ୍କ ମରଶରୀର। ପରେ କାଠମାଣ୍ଡୁର ଲୁକିୟାଡେନକୁ ଆସିବ ମୃତଦେହ। ସେଠାରୁ ଓଡ଼ିଶା ଆଣିବାକୁ ବ୍ୟବସ୍ଥା ହେଉଛି। ତାଙ୍କ ପାର୍ଥିବ ଶରୀରକୁ…

ଆଜି ଏଭରେଷ୍ଟରୁ ତଳକୁ ଆସିପାରେ କଳ୍ପନା ଦାସଙ୍କ ମୃତଦେହ

କେନ୍ୟୁଜ୍ : ଏଭରେଷ୍ଟ ଆରୋହଣ ବେଳେ ପ୍ରାଣ ହରାଇଥିବା ଓଡ଼ିଶାର ପ୍ରଥମ ମହିଳା ଏଭରେଷ୍ଟ ପର୍ବତାରୋହୀ କଳ୍ପନା ଦାସଙ୍କ ମୃତଦେହ ଆଣିବାକୁ ଉଦ୍ୟମ ଜାରି ରହିଛି । ଆଜି ଅପରାହ୍ନ ୩ଟା ସୁଦ୍ଧା ବେଶ କ୍ୟାମ୍ପ-୨ କୁ ଆସିପାରେ କଳ୍ପନା ଦାସଙ୍କ ମୃତଦେହ । ତାଙ୍କ ପାର୍ଥିବ ଶରୀରକୁ ଆଣିବା ପାଇଁ ୬ ଜଣ…

କଳ୍ପନା ଦାସଙ୍କ ମରଶରୀର ଆଣିବାକୁ ଉଦ୍ୟମ ଜାରି, ନେପାଳ ଯାତ୍ରା କରିଛନ୍ତି ଓଡ଼ିଶାରୁ ୩ ଜଣିଆ ଟିମ୍

କେନ୍ୟୁଜ୍ : ଏଭରେଷ୍ଟ ଆରୋହଣ ବେଳେ ପ୍ରାଣ ହରାଇଥିବା ଓଡ଼ିଶାର ପ୍ରଥମ ମହିଳା ଏଭରେଷ୍ଟ ପର୍ବତାରୋହୀ କଳ୍ପନା ଦାସଙ୍କ ମୃତଦେହ ଆଣିବାକୁ ଉଦ୍ୟମ ଜାରି ରହିଛି । କାଠମାଣ୍ଡୁ ସ୍ଥିତ ଭାରତୀୟ ଦୂତାବାସ ସହ ନିୟମିତ ଯୋଗାଯୋଗ ରହିଥିବା ବେଳେ ଓଡ଼ିଶାରୁ ୩ ଜଣିଆ ଟିମ ନେପାଳ ଯାତ୍ରା କରିଛନ୍ତି ।…