Browsing Tag

karan mehera

ମୁଁ ନିଶାଙ୍କୁ ଧୋକା ଦେଇନି, ମୋ ନାଁରେ ଦିଆଯାଇଥିବା ଆରୋପ ସମ୍ପୂର୍ଣ୍ଣ ମିଛ: କରଣ ମେହେରା

ଲୋକପ୍ରିୟ ହିନ୍ଦୀ ସିରିଏଲ "ୟେ ରିସ୍ତା କ୍ୟା କହଲତା ହେ"ର ଫେମ କରଣ ମେହେରା ଓ ତାଙ୍କ ସ୍ତ୍ରୀ ନିଶା ରାୱଲଙ୍କ ମଧ୍ୟରେ ଉଠିଥିବା ଵିବାଦ ଦିନ କୁ ଦିନ ବଢ଼ିବାରେ ଲାଗିଛି । ଏହାକୁ ନେଇ ହୁଏତ ଦୁହିଁଙ୍କ ମଧ୍ୟର ସମ୍ପର୍କ ସବୁଦିନ ପାଇଁ ଭାଙ୍ଗି ଯାଇପାରେ । କିଛି ଦିନ ତଳେ ତାଙ୍କୁ ସ୍ୱାମୀ କରଣ…