Browsing Tag

kareena kapoor birthday

ଆଜି ୪୦ ବର୍ଷରେ ପାଦ ଦେଲେ ବଲିଉଡ୍‌ର ସବୁଠୁ ବିନ୍ଦାସ୍‌ ଗାର୍ଲ କରୀନା କପୁର, ନିରାଡ଼ମ୍ବର ଭାବେ ପାଳିଲେ ଜନ୍ମଦିନ

ଆଜି ବଲିଉଡ୍‌ ଅଭିନେତ୍ରୀ କରୀନା କପୁରଙ୍କ ଜନ୍ମଦିନ। ସେପ୍ଟେମ୍ବର ୨୧ରେ କରୀନାଙ୍କୁ ୪୦ ବର୍ଷ ପୂରିଛି। କପୁର ଖାନ୍‌ଦାନ୍‌ର ଝିଅ ହେଉଛନ୍ତି କରୀନା କପୁର। କପୁର ପରିବାରର ପ୍ରାୟ ସମସ୍ତ ସଦସ୍ୟ ଷ୍ଟାର ହୋଇଥିଲେ ବି କରୀନା ନିଜ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ସେ ନିଜ କ୍ୟାରିୟରରେ…