Below header
Browsing Tag

karnataka congress dispute

କର୍ଣ୍ଣାଟକରେ ରାଜନୈତିକ ସଙ୍କଟ : ଇସ୍ତଫା ଦେଲେ ଉପ ମୁଖ୍ୟମନ୍ତ୍ରୀଙ୍କ ସହିତ କଂଗ୍ରେସର ସମସ୍ତ ମନ୍ତ୍ରୀ

କର୍ଣ୍ଣାଟକ(କେନ୍ୟୁଜ୍) : କର୍ଣ୍ଣାଟକରେ ଥମୁନି ରାଜନୈତିକ ସଙ୍କଟ । କଂଗ୍ରେସର ସମସ୍ତ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି । କର୍ଣ୍ଣାଟକର ଉପ ମୁଖ୍ୟମନ୍ତ୍ରୀ ପରମେଶ୍ୱର ମଧ୍ୟ ଇସ୍ତଫା ଦେଇଛନ୍ତି । ଏହା ପୂର୍ବରୁ କର୍ଣ୍ଣାଟକ ମନ୍ତ୍ରୀ ତଥା ସ୍ୱାଧୀନ ବିଧାୟକ ଏଚ୍‌. ନାଗେଶ ମନ୍ତ୍ରୀ ପଦରୁ ଇସ୍ତଫା…

କର୍ଣ୍ଣାଟକ କଂଗ୍ରେସରେ ସଙ୍କଟ , ରିସୋର୍ଟରେ ମାରପିଟ୍‌ ପରେ ଆଜି ପୁଣି ବୈଠକ ଡାକିଲେ ବରିଷ୍ଠ ନେତା ସିଦ୍ଧରମୟା

କର୍ଣ୍ଣାଟକ(କେନ୍ୟୁଜ୍) : କର୍ଣ୍ଣାଟକ କଂଗ୍ରେସରେ ସଂକଟ । କଂଗ୍ରେସରେ ଲାଗିରହିଥିବା ଆଭ୍ୟନ୍ତରୀଣ କନ୍ଦଳ ଏବେ ଦଳ ପାଇଁ ଚିନ୍ତାର କାରଣ ହୋଇଛି । ଗତକାଲି ରିସୋର୍ଟରେ ବିଧାୟକଙ୍କ ଭିତରେ ମାରପିଟ୍‌ ପରେ ଆଜି ସିଏଲ୍‌ପି ବୈଠକ ଡାକିଛନ୍ତି ବରିଷ୍ଠ ନେତା ସିଦ୍ଧରମୈୟା ।  ଏହି ବୈଠକରେ ଦଳର…