Below header
Browsing Tag

kearala flood

ପ୍ରବଳ ବନ୍ୟା ଯୋଗୁଁ କେରଳରେ ଧସିଲା ମାଟି ଅତଡ଼ା, ୧୫ ଛୁଇଁଲା ମୃତ୍ୟୁ ସଂଖ୍ୟା

କେରଳ: କେରଳରେ ଗଲା କିଛି ଦିନ ହେବ ପ୍ରବଳ ବର୍ଷା ଲାଗି ରହିଛି । ଗତ ତିନିଦିନ ହେଲା ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ଫଳରେ ରାଜ୍ୟର ଅଧିକାଂଶ ସ୍ଥାନ ପାଣି ଘେରରେ ରହିଛି । ଏମିତିକି କିଛି ସ୍ଥାନରେ ବନ୍ୟା ପରିସ୍ଥିତି ଦେଖାଦେଇଛି । ବିଭିନ୍ନ ନଦୀର ଜଳସ୍ତର ଦିନ କୁ ଦିନ ବଢ଼ିବାରେ ଲାଗିଛି…