Below header
Browsing Tag

Khadial town bandh

ନୂଆପଡ଼ା ଖଡ଼ିଆଳ ସହରକୁ ଆସନ୍ତା ୧୬ରୁ ୯ଦିନ ପାଇଁ ବନ୍ଦ କରିବାକୁ ନିଷ୍ପତ୍ତି ନେଲା ବଣିକ ସଂଘ

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଏହାକୁ ଦୃଷ୍ଟିରେ ରଖି ଖଡ଼ିଆଳ ବଣିକ ସଂଘ ପକ୍ଷରୁ ଖଡ଼ିଆଳ ସହରକୁ ୯ଦିନ ପାଇଁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୧୬ରୁ ୨୪ତାରିଖ ଯାଏ ଖଡ଼ିଆଳ ସହରର ସମସ୍ତ ଦୋକାନ ବଜାର ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି।…