Browsing Tag

khartoum zoo

ଲୋକଙ୍କ ମନକୁ ଆଘାତ ଦେଉଛି ‘ଭୋକରେ ମରୁଥିବା’ ଏହି ସିଂହମାନଙ୍କ ଫଟୋ, ଜୀବନ ବଞ୍ଚାଇବାକୁ କରୁଛନ୍ତି ଅପିଲ୍‌

ସିଂହ ଜଙ୍ଗଲର ରାଜା। ଏହା ଶକ୍ତିଶାଳୀ ହୋଇଥାଏ। କିନ୍ତୁ ଚିଡ଼ିଆଖାନାରେ ରହୁଥିବା ସିଂହମାନଙ୍କ ଅବସ୍ଥା ଦେଖିଲେ ଆପଣ ବି ଭାବୁକ ହୋଇଯିବେ। ହଁ, ସୁଡାନ୍‌ର ରାଜଧାନୀ ଖାର୍ତୁମରେ ଥିବା ଅଲ୍‌-କୁରେଶୀ ପାର୍କରୁ ସିଂହମାନଙ୍କର ଏଭଳି ଦୁଃଖଦାୟକ ଫଟୋ ଏବେ ସାମ୍ନାକୁ ଆସିଛି। ଏଠାରେ ୫ଟି ସିଂହ…