Below header
Browsing Tag

kharvel nagar police

ଅପରାଜିତା ମହାନ୍ତି ବୋହୂ ତୃପ୍ତି ଶତପଥୀ ଖାରବେଳ ନଗର ଥାନାରେ ଦେଲେ ଏତଲା, ଥାନାରେ ଦୁଇଟି ମାମଲା ରୁଜୁ ହୋଇଛି 

କେନ୍ୟୁଜ୍(ବ୍ୟୁରୋ): ଷ୍ଟାର କଳିରେ ନୂଆ ଟ୍ଵିଷ୍ଟ । ପ୍ରକୃତି ମିଶ୍ରଙ୍କ ବାପା ଓ ମାଆ ଥାନାରେ ବାବୁସାନଙ୍କ ଶ୍ୱଶୁରଙ୍କ ନାଁରେ ଏତଲା ଦେବା ପରେ ନୂଆ ଟ୍ଵିଷ୍ଟ ସାମନାକୁ ଆସିଛି । ଖାରବେଳନଗର ଥାନାରେ ବାବୁସାନଙ୍କ ମାଆ ତଥା ଅଭିନେତ୍ରୀ ଅପରାଜିତା ମହାନ୍ତିଙ୍କ ଉପସ୍ଥିତିରେ ଲିଖିତ ଏତଲା…

ଡାକ ବିଭାଗରେ ଚାକିରି କରାଇଦେବା କହି ଯୁବକଙ୍କୁ ଚୂନ ମାରୁଥିଲେ ଦୁଇ ଠକ, ଗିରଫ କଲା ଖାରବେଳନଗର ଥାନା ପୋଲିସ

ଭୁବନେଶ୍ବର(କେନ୍ୟୁଜ୍): ଭାରତୀୟ ଡାକ ସେବା ବିଭାଗରେ ଚାକିରି କରାଇଦେବା ନାଁରେ ଠକେଇ କରୁଥିବା ଦୁଇ ଜଣ ଠକକୁ ଗିରଫ କରିଛି ଖାରବେଳନଗର ଥାନା ପୋଲିସ । ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ଦେବୀ ପ୍ରସାଦ ବିଶ୍ବାଳ ।  ମୁଖ୍ୟ ଅଭିଯୁକ୍ତ ଦେବୀ ପ୍ରସାଦ ବିଶ୍ଵାଳଙ୍କ ପାଖରୁ ପୋଷ୍ଟାଲ ବିଭାଗର ଜାଲ୍…

ଭୁବନେଶ୍ବର:ମୋବାଇଲ ଚୋର ଧରିବାକୁ ଯାଇଥିବା ପୋଲିସ ଖାଇଲା ନିସ୍ତୁକ ମାଡ଼, ପିସିଆରକୁ ଭାଙ୍ଗିଲେ ଲୋକେ

କେନ୍ୟୁଜ୍(ବ୍ୟୁରୋ): ମୋବାଇଲ ଚୋରକୁ ଧରିବାକୁ ଯାଇ ଆକ୍ରମଣର ଶିକାର ହେଲା ପୋଲିସ। ପିସିଆର  ଗାଡ଼ିକୁ ଭଙ୍ଗରୁଜା କଲେ ଲୋକେ। ଘଟଣା ଘଟିଛି ଖରବେଳ ନଗର ଥାନା ଅଧିନସ୍ଥ ମାଳିସାହି ବସ୍ତିରେ । ମିଳିଥିବା ସୂଚନା ମୁତାବକ ଗତ ୨୯ ତାରିଖରେ ଏକ ମୋବାଇଲ ଚୋରି କେସ ତଦନ୍ତ କରି ଅପରାଧୀକୁ ଧରିବାକୁ …