Below header
Browsing Tag

kijong dong village

ଏହି ଗାଁରେ ରହିଛି ଫାଇଭ୍‌ ଷ୍ଟାର୍‌ ହୋଟେଲ ଭଳି ସୁବିଧା କିନ୍ତୁ ମଣିଷ ଶୂନ୍ୟ, ଜାଣନ୍ତୁ କାହିଁକି ?

ଦୁନିଆରେ ଏମିତି ଅନେକ ଜାଗା ରହିଛି, ଯାହା ବିଷୟରେ ବହୁତ କମ୍‌ ଲୋକଙ୍କୁ ଜଣା। କିଛି ଏମିତି ଜାଗା ମଧ୍ୟ ଉତ୍ତର କୋରିଆର କିଜୋଙ୍ଗ-ଡୋଙ୍ଗ ଗାଁ। ସୁନ୍ଦରତାରେ ଏହା କୌଣସି ସ୍ୱର୍ଗ ଠାରୁ ମଧ୍ୟ କମ୍‌ ନୁହେଁ। ଏହି ସ୍ଥାନ ସୁନ୍ଦରତାରେ ଭରପୂର କିନ୍ତୁ ଏଠାରେ ରହିବାକୁ କେହି ନାହିଁ। ଏହି ଗାଁରେ…