Below header
Browsing Tag

kumar swami

କର୍ଣ୍ଣାଟକ ରାଜନୀତି ସରଗରମ, ସରକାର ଗଠନ ପାଇଁ ବିଜେପିର ସଜବାଜ

କର୍ଣ୍ଣାଟକରେ ଏଚ.ଡି. କୁମାରସ୍ୱାମୀଙ୍କ ସରକାର ଭାଙ୍ଗିବା ପରେ ରାଜନୀତି ସରଗରମ ହୋଇଛି। ବିଜେପି ନେତା ବି.ଏସ. ୟେଦୁରୁପ୍ପା ସରକାର ଗଠନ ପାଇଁ ସଜବାଜ ହେଉଛନ୍ତି। ୟେଦୁରୁପ୍ପା କହିଛିନ୍ତି, କର୍ଣ୍ଣାଟକରେ ଏବେଠାରୁ ବିକାଶର ନୂଆ ଯୁଗ ଆରମ୍ଭ ହେବ। ତେବେ ସରକାର ଗଠନ ପାଇଁ ସେ ଏବେ ବିଜେପି…

କର୍ଣ୍ଣାଟକରେ ରହୁନି ରାଜ୍ୟପାଳଙ୍କ କଥା, ଦୁଇଟା ଡେଡଲାଇନ ପରେବି ହେଲା ନାହିଁ ଆସ୍ଥାଭୋଟ୍‌

ଦୁଇ ଦୁଇଟି ଡେଡ୍‌ଲାଇନ୍ସ ସରିଲା। ତଥାପି ରହିଲାନି ରାଜ୍ୟପାଳଙ୍କ କଥା, ହୋଇ ପାରିଲାନି ଆସ୍ଥା ଭୋଟ୍‌ । ଅପରାହ୍ନ ଦେଢ଼ଟା ପରେ ପୁଣି ଥରେ ସଂଧ୍ୟା ଛଅ ସୁଦ୍ଧା ବହୁମତ ସାବ୍ୟସ୍ଥ ପାଇଁ ଚିଠି ଲେଖିଥିଲେ ରାଜ୍ୟପାଳ । ତେବେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେଇ ନାହାନ୍ତି ମୁଖ୍ୟମନ୍ତ୍ରୀ…