Below header
Browsing Tag

labourers

ଦିନ ୧୧ଟାରୁ ୩ଟା ଖରାରେ ଶ୍ରମିକଙ୍କୁ କାମକରିବା ମନା: ନିୟମ ନମାନିଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର (କେନ୍ୟୁଜ): ଗ୍ରୀଷ୍ମ ପ୍ରକୋପ ବଢୁଥିବା ଯୋଗୁଁ ଓଡ଼ିଶା ଏବେ ତତଲା କଢ଼େଇରେ ଭାଜି ହେଲାଣି । ଆସନ୍ତା ୫ ଦିନ ଯାଏଁ ଓଡ଼ିଶାର ବହୁ ଜିଲ୍ଲାରେ ୪୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢ଼ିବାର ସମ୍ଭାବନା ରହିଛି । ଏହି ସମୟରେ ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ କାମ କରିବେନି…

ମାଟି ଅତଡ଼ା ଖସି ୨ ଶ୍ରମିକ ମୃତ, ପାଇପ୍ ଲାଇନ୍ କାମ କରୁଥିବା ବେଳେ ଦୁର୍ଘଟଣା

ଯୋଡା: ମାଟି ଅତଡ଼ା ଖସି ୨ ଜଣ ଶ୍ରମିକ ମୃତ । ଯୋଡା ଥାନା କମାରଯୋଡ଼ା ନିକଟରେ ଠିକାଦାର ପାଇପ୍ ଲାଇନ୍ କାମ କରୁଥିବା ବେଳେ, ଉପରୁ ମାଟି ଅତଡ଼ା ଖସିବାରୁ ମାଟି ତଳେ ଚାପି ହୋଇ ୨ଜଣ ଶ୍ରମିକ ମୃତ । ଦୁର୍ଘଟଣାସ୍ଥଳରେ ପହଞ୍ଚି ପୋଲିସ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲା । କେନ୍ଦୁଝର ଜିଲ୍ଲା…