Below header
Browsing Tag

land transfer case

ତହସିଲ ଅଫିସରେ ଚଞ୍ଚକତା କରି ଜମି କିସମ ପରିବର୍ତ୍ତନ ଅଭିଯୋଗରେ ୩ ଅଟକ, ୧୧ଜଣଙ୍କ ନାମରେ ମାମଲା

ଢେଙ୍କାନାଳ(ବ୍ୟୁରୋ): ତହସିଲ ଅଫିସରେ ଚଞ୍ଚକତା କରି ଜମି କିସମ ପରିବର୍ତ୍ତନ ଅଭିଯୋଗରେ ୩ ଅଟକ । ୧୧ଜଣଙ୍କ ନାମରେ ମାମଲା । ଢେଙ୍କାନାଳ ସଦର ତହସିଲର ସାନ ଷାଠିଏବାଟିଆରେ ଜଳାଶୟ ଜମିର କିସମ ପରିବର୍ତ୍ତନ କରି ସାରଦ ୨ରେ ପରିବର୍ତ୍ତନ କରାଯାଇଥିଲା। ଏଥିରେ ସଦର ତହସିଲଦାରଙ୍କ କାର୍ଯ୍ୟାଳୟର ୧୦…