Below header
Browsing Tag

landslide death toll

କୋରାପୁଟରେ ମାଟି ଅତଡା ଧସି ୨ ମହିଳା ମୃତ, ୨ ଆହତ

କେନ୍ୟୁଜ(ବ୍ୟୁରୋ) : କୋରାପୁଟ ଜିଲ୍ଲାରେ ମାଟି ଅତଡ଼ା ଧସି ୨ ମହିଳାଙ୍କ ମୃତୁୃ ଘଟିଛି ଓ ଏଥିରେ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି । ଆହତ ମହିଳାଦ୍ୱୟଙ୍କୁ ନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ନନ୍ଦପୁର ଥାନା ହିକମପୁଟ ନିକଟ ଲେଞ୍ଜିପୁଟ ନାଳ ନିକଟରେ ଘଟିଛି ଦୁର୍ଘଟଣା । ମୃତ…

ହିମାଚଳ ପ୍ରଦେଶ କିନୌରରେ ପାହାଡ ଧସିବା ଘଟଣାରେ ମୃତ୍ୟୁ ସଂଖ୍ୟା ୧୪ କୁ ବୃଦ୍ଧି

ହିମାଚଳ ପ୍ରଦେଶ (କେନ୍ଯୁଜ୍): ହିମାଚଳ ପ୍ରଦେଶ କିନୌରରେ ପାହାଡ ଧସିବା ଘଟଣାରେ ମୃତ୍ୟୁ ସଂଖ୍ୟା ୧୪ କୁ ବୃଦ୍ଧି । ଆଜି ଆଉ ୪ ମୃତଦେହ ଉଦ୍ଧାର ହୋଇଛି। ଏବେ ବି ଅନେକ ନିଖୋଜ ଅଛନ୍ତି । ବଡ଼ ବଡ଼ ପଥର ଖଣ୍ଡରେ ପୋତି ହୋଇ ଯାଇଛି ଗାଡ଼ି ମୋଟର ଓ ରାଜପଥ । ଆଇଟିବିପି, ଏନଡିଆରଏଫ ଓ ସିଆଇଏସଏଫ୍‌…