Below header

କୋରାପୁଟରେ ମାଟି ଅତଡା ଧସି ୨ ମହିଳା ମୃତ, ୨ ଆହତ

କୋରାପୁଟ ଜିଲ୍ଲାରେ ମାଟି ଅତଡ଼ା ଧସି ୨ ମହିଳାଙ୍କ ମୃତୁୃ ଘଟିଛି ଓ ଏଥିରେ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି । ଆହତ ମହିଳାଦ୍ୱୟଙ୍କୁ ନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ନନ୍ଦପୁର ଥାନା ହିକମପୁଟ ନିକଟ ଲେଞ୍ଜିପୁଟ ନାଳ ନିକଟରେ ଘଟିଛି ଦୁର୍ଘଟଣା । ମୃତ ମହିଳାଦ୍ୱୟଙ୍କ ଘର ପାଗଡାପଣ୍ଡି ଗାଁରେ ବୋଲି ଜଣାଯାଇଛି ।

କେନ୍ୟୁଜ(ବ୍ୟୁରୋ) : କୋରାପୁଟ ଜିଲ୍ଲାରେ ମାଟି ଅତଡ଼ା ଧସି ୨ ମହିଳାଙ୍କ ମୃତୁୃ ଘଟିଛି ଓ ଏଥିରେ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି । ଆହତ ମହିଳାଦ୍ୱୟଙ୍କୁ ନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ନନ୍ଦପୁର ଥାନା ହିକମପୁଟ ନିକଟ ଲେଞ୍ଜିପୁଟ ନାଳ ନିକଟରେ ଘଟିଛି ଦୁର୍ଘଟଣା । ମୃତ ମହିଳାଦ୍ୱୟଙ୍କ ଘର ପାଗଡାପଣ୍ଡି ଗାଁରେ ବୋଲି ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.