Below header
Browsing Tag

laundering case

ମନି ଲଣ୍ଡରିଂ ମାମଲାରେ ଫସିଲେ ବିଜୟ ଦେବରକୋଣ୍ଡା, ‘ଲାଇଗର’ରେ ବ୍ୟବହୃତ ହୋଇଛି ବିଦେଶୀ ଫଣ୍ଡି! ED କରିବ ତଦନ୍ତ

ସାଉଥ୍‌ ସୁପରଷ୍ଟାର ବିଜୟ ଦେବରକୋଣ୍ଡା ଅଡୁଆରେ ଫସିଛନ୍ତି। FEMAର ନିୟମ ଭାଙ୍ଗିବା ଅଧୀନରେ ବିଜୟଙ୍କୁ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ରିପୋର୍ଟ ତଲବ କରିଛି। ମନି ଲଣ୍ଡରିଂ କେସ୍‌ରେ ବିଜୟଙ୍କ ନାମ ସାମିଲ ଥିବା କୁହାଯାଉଛି। ଲାଇଗର ଫିଲ୍ମକୁ ନେଇ ଅଭିନେତା ଇଡି ଜାଲରେ ପଡ଼ିଥିବାର…

ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖ ଗିରଫ, ୧୨ ଘଣ୍ଟା ଧରି ପଚରାଉଚରା ପରେ ଗିରଫ କଲା ଇଡି

ନୂଆଦିଲ୍ଲୀ : ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖ ଗିରଫ ହୋଇଛନ୍ତି। ଲାଞ୍ଚ ଏବଂ ବେଆଇନ ଅର୍ଥ କାରବାର ମାମଲାରେ ଅଭିଯୁକ୍ତ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ସୋମବାର ବିଳମ୍ବିତ ରାତିରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି । ଏହାପୂର୍ବରୁ…