Below header
Browsing Tag

lg w series

LG ର ତିନିଟି ନୂଆ ସ୍ମାର୍ଟଫୋନ ଭାରତରେ ଲଞ୍ଚ, ମୂଲ୍ଯ ମାତ୍ର ୯,୪୯୦ଟଙ୍କା ଆଉ ଫିଚର ମଧ୍ୟ କମାଲ୍

ଫେଷ୍ଟିଭ ସିଜିନରେ ଗ୍ରାହକଙ୍କ ମନ ଜିଣିବା ପାଇଁ ବହୁ କମ୍ପାନୀ ନୂଆ ନୂଆ ସ୍ମାର୍ଟଫୋନ୍ ବଜାରରେ ଲଞ୍ଚ କରୁଛନ୍ତି। ଏଲଜି ଇଲେକ୍ଟ୍ରୋନିକ୍ସ W-ସିରିଜର ତିନୋଟି ନୂଆ ସ୍ମାର୍ଟଫୋନ୍ ବଜାରକୁ ଛାଡ଼ିଛି। ଏହି ଫୋନର ଦାମ୍ ମଧ୍ୟ କମ୍ ରହିଛି। LG W11, LG W31 ଓ W31+କୁ ସିଙ୍ଗଲ୍ କଲର ଅପ୍ସନ ସହ…