Browsing Tag

LI Parija passed away

ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ଏଲ ଆଇ ପରିଜାଙ୍କ ୮୯ ବର୍ଷ ବୟସରେ ପରଲୋକ

କଟକ(କେନ୍ୟୁଜ୍): ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ଏଲ.ଆଇ ପରିଜାଙ୍କ ୮୯ ବର୍ଷ ବୟସରେ ପରଲୋକ। କଟକର ଏକ ଘରୋଇନର୍ସିଂ ହୋମରେ ଗତକାଲି ବିଳମ୍ବିତ ରାତିରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡିଛି। ଓଡ଼ିଶା ଲୋକସେବା ଆୟୋଗର ପୂର୍ବତନ ଅଧ୍ୟକ୍ଷ ଓ ଓଡ଼ିଶା ରଣଜୀ କ୍ରିକେଟ ଦଳର ପୂର୍ବତନ…