ଡ୍ୟାମରେ ମାଛ ମାରିବାକୁ ଯାଇଥିବା ବେଳେ ଅଘଟଣ , ବଜ୍ରପାତରେ ଜଣେ ମୃତ, ୧ ଗୁରୁତର
କାମାକ୍ଷାନଗର : ଡ୍ୟାମରେ ମାଛ ମାରିବାକୁ ଯାଇଥିବା ବେଳେ ଅଘଟଣ । କଙ୍କଡାହାଡ଼ ଥାନା ଘୁଟୁରି ଗାଁରେ ଅଭାବନୀୟ ଘଟଣା । ସଂନ୍ଧ୍ୟା ସମୟରେ ଦଣ୍ଡାଧର ଡ୍ୟାମକୁ ମାଛ ମାରିବାକୁ ଯାଇଥିବା ବେଳେ ବଜ୍ରପାତରେ ଜଣେ ମୃତ ଓ ଜଣେ ଗୁରୁତର । ମୃତକ ଜଣକ ସେହି ଗ୍ରାମର ବିକ୍ରମ ଦେହୁରୀ ହୋଇଥିବା ବେଳେ…