Below header
Browsing Tag

ljp leader

ଲୋକ ଜନଶକ୍ତି ପାର୍ଟି-ଏଲଜେପିରେ ଫାଟ, ପୁତୁରା ବିରୋଧରେ ବିଦ୍ରୋହ କରି ନୂଆ ନେତା ହେଲେ ଦାଦା

କେନ୍ୟୁଜ : ଲୋକ ଜନଶକ୍ତି ପାର୍ଟି-ଏଲଜେପିରେ ଫାଟ। ପୁତୁରା ବିରୋଧରେ ବିଦ୍ରୋହ କରି ନୂଆ ନେତା ହେଲେ ଦାଦା। ଲୋକସଭାରେ ଏଲଜେପି ନେତା ହେଲେ ପଶୁପତି ପାରସ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାସୱାନଙ୍କ ଦେହାନ୍ତ ପରେ ଆରମ୍ଭ ହୋଇଥିବା ବିବାଦ ଏବେ ବିସ୍ଫୋରକ ରୂପ ନେଇଛି। ଏକ ସାମ୍ବାଦିକ…

ନିଜ ବେକରେ ବିଷଧର ସାପ ଗୁଡାଇଥିବା ନଜର ଆସିଲେ ବିହାରର ଏହି ନେତା, ଭାଇରାଲ ହେଉଛି ଭିଡିଓ

କିଛି ଦିନ ହେବ ବିହାରର ବାଗାହ ଠାରେ ଲୋକଜନଶକ୍ତି ପାର୍ଟି ନେତାଙ୍କ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ଟିରେ ଏଲଜେପି ନେତା ବେଚୁ ତିୱାରୀ ନାଗ - ନାଗୁଣୀଙ୍କ ସହ ଖେଳୁଥିବା ନଜର ଆସିଛନ୍ତି । କିନ୍ତୁ ସବୁଠୁ ଆଶ୍ଚର୍ଯ୍ୟ ହେଉଛି, ବିଷାକ୍ତ ସାପ ମାନେ ଅତି ନିକଟରେ ଥିଲେ ବି…