Below header
Browsing Tag

Maa Neelima Rani Samanta 92nd Birth Anniversary Celebrated

ଆଦର୍ଶ ଗ୍ରାମ କଲରାବାଙ୍କ ଠାରେ ନୀଳିମାରାଣୀ ସାମନ୍ତଙ୍କ ୯୪ ତମ ଜନ୍ମ ଜୟନ୍ତୀ ପାଳିତ,ନୀଳିମାରାଣୀ ସେବା ସମ୍ମାନ…

ଜଗତସିଂହପୁର (କେନ୍ୟୁଜ) : କଟକ ଜ଼ିଲ୍ଲା ଆଦର୍ଶ ଗ୍ରାମ କଲରାବାଙ୍କ ଠାରେ ନୀଳିମାରାଣୀ ସ୍ମiରକି ସେବା ନ୍ଯାସ ଦ୍ୱାରା ଆୟୋଜିତ ଗ୍ରାମର ମହିୟସୀ ମହିଳା ତଥା କଲରାବାଙ୍କ କୁ ଆଦର୍ଶ ଗ୍ରାମରେ ପରିଣତ କରିଥିବା ରତ୍ନଗର୍ଭା ମା ନୀଳିମାରାଣୀ ସାମନ୍ତ ଙ୍କ ୯୪ ତମ ଜନ୍ମ ଜୟନ୍ତୀ ପାଳିତ ହୋଇ ଯାଇଛି…