Browsing Tag

Maharashtra Car Accident

ଫ୍ଲାଏଓଭରରୁ ଖସିଲା କାର, ବିଧାୟକଙ୍କ ପୁଅଙ୍କ ସମେତ ୭ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ

ମୁମ୍ବାଇ: ମହାରାଷ୍ଟ୍ରର ଓ୍ଵର୍ଦ୍ଧା ଜିଲ୍ଲା ମଙ୍ଗଳବାର ସକାଳୁ ମର୍ମନ୍ତୁକ ସଡ଼କ ଦୁର୍ଘଟଣା ଘଟିଛି। ବ୍ରିଜ୍ ଉପରୁ ତଳକୁ କାର ଖସି ପଡିବା ଫଳରେ ଦୁର୍ଘଟଣାରେ ୭ ଛାତ୍ରଙ୍କ ମୃତ୍ୟୁ ହୋଇଛି । ଏମାନେ ସମସ୍ତ ମେଡିକାଲ ଛାତ୍ର । କାରଟି ବ୍ରିଜରୁ ଖସିପଡିବା ଦ୍ୱାରା ଦୁର୍ଘଟଣାର ଶିକାର ହୋଇଥିଲା ।…