ଆକ୍ନେ ଏବଂ ପିଗମେଣ୍ଟେସନ ଫ୍ରି ତ୍ୱଚାରୁ ମୁକ୍ତି ଦେବ ମଇଦା ଫେସପ୍ୟାକ୍, ଟ୍ରାଏ କରନ୍ତୁ ଏହି ଫେସପ୍ୟାକ୍
ମଇଦାର ବ୍ୟବହାର ଆପଣ ବିଭିନ୍ନ ପ୍ରକାର ରୋଷେଇରେ କରିଥିବେ। ପକୋଡା ହେଉ ଅବା ପୁରି କିମ୍ବା ଅନ୍ୟ କିଛି ଜିନିଷ ପାଇଁ ମଇଦାର ବ୍ୟବହାର କରିପାରିବେ। ମଇଦା ବ୍ୟବହାର କରି ଆପଣ ଆକ୍ନେ ଏବଂ ପିଗମେଣ୍ଟେସନରୁ ଛୁଟକାରା ପାଇପାରିବେ। ତେବେ ଆସନ୍ତୁ ଜାଣିବା ମଇଦାର ଫେସପ୍ୟାକ୍ ବିଷୟରେ…
ମଇଦା ଓ…