Browsing Tag

make this dish

ଆଚାର ମସଲା ଓ ତେଲ ବଳକା ରହିଯାଇଛି କି ? ଏଥିରେ ପ୍ରସ୍ତୁତ କରନ୍ତୁ ଏହି ସ୍ୱାଦିଷ୍ଟ ବ୍ୟଞ୍ଜନ

ଆପଣଙ୍କ ଘରେ ଆଚାର ଥିବ ନିଶ୍ଚିତ। ଭାରତରେ ପ୍ରାୟ ଅନେକ ଘରେ ଆଚାର ପ୍ରସ୍ତୁତ ହୋଇଥାଏ। ସାଧାରଣତଃ ଆମ୍ବ, ଲେମ୍ବୁ, ଲଙ୍କା ଆଚାର, ରସୁଣ ଆଚାର, ଅଦା ଆଚାର, କୋବି ଏବଂ ଗାଜର ଆଚାର ଇତ୍ୟାଦି ଖାଇଥିବେ। ଆପଣ ଆଚାରକୁ ଭାତ କିମ୍ବା ରୁଟି, ପରଟାରେ ଖାଇଥିବେ। କିନ୍ତୁ କେବେ ଭାବିଛନ୍ତି, ଆଚାର…