ଭୁବନେଶ୍ବର: ବର୍ଷେ ହେବ ନିଜ ପାଖରେ ରଖି ୭ ବର୍ଷର ନାବାଳିକୁ କୁପୋଷଣ କରାଇଦେଲା ସାବତ ମା’, ଥାନାରେ ମାମଲା
କେନ୍ୟୁଜ୍(ବ୍ୟୁରୋ): ରାଜଧାନୀ ଉପକଣ୍ଠର ବାଲିପାଟଣାରୁ ସାବତ ମା ଦ୍ବାରା ନିର୍ଯ୍ୟାତିତ ହେଉଥିବା ନାବାଳିକା ଉଦ୍ଧାର। ଶିଶୁଟିକ ଖାଇବାକୁ ନଦେଇ ବିଭିନ୍ନ ନିର୍ଯ୍ୟାତତା ଦେଉଥିଲେ ସାବାତ ମା। ଶିଶୁଟିର ବୟସ ୭ ବର୍ଷ ହେବ ବୋଲି ଜଣା ଯାଇଛି । ଜନ୍ମକଲା ମା ଏବିଷୟରେ ଜାଣିବା ପରେ କିଛି…