Browsing Tag

man and elephant

ଅସ୍ତିତ୍ୱ ପାଇଁ ଲଢ଼େଇ କରୁଛନ୍ତି ହାତୀ ଓ ମଣିଷ, ରୋକି ପାରିବେ କି କେହି ?

ଅନୁଗୁଳ (କେନ୍ୟୁଜ୍‌) : ହାତୀ ଓ ମଣିଷ ଲଢ଼େଇକୁ ନେଇ ଅନୁଗୁଳ ଜିଲ୍ଲା ସବୁବେଳେ ଚର୍ଚ୍ଚାରେ। କେତେବେଳେ ହାତୀ ମରୁଛି ତ କେତେବେଳେ ମଣିଷଙ୍କୁ ହାତୀ ମାରୁଛି। ଅନୁଗୁଳରେ ହାତୀ ମଣିଷ ଲେଇର ଅନ୍ତ କେବେ? ଗତ ୫ ବର୍ଷରେ ୫୯ ଜଣ ମଣିଷଙ୍କର ମୃତ୍ୟୁ ହୋଇସାରିଲାଣି। ସେପଟେ ୫୫ଟି ହାତୀ ବି ମରି…