Below header
Browsing Tag

man beaten to death

ଚୋର ସନ୍ଦେହରେ ବ୍ୟକ୍ତିଙ୍କୁ ନିସ୍ତୁକ ମାଡ, ପୋଲିସ୍ ଉଦ୍ଧାର କରି ଘରେ ଛାଡିବାର କିଛି ସମୟ ଭିତରେ ଚାଲିଗଲା ଜୀବନ

ଭଞ୍ଜନଗର: ରାତି ଅଧରେ ଚୋର ସନ୍ଦେହରେ ସ୍ଥାନୀୟ ଲୋକଙ୍କ ଦ୍ବାରା ଧରାପଡି ନିସ୍ତୁକ ମାଡ଼ ଖାଇଥିବା ଜଣେ ବ୍ୟକ୍ତିର ନିଜ ଘରେ ମୃତ୍ୟୁ ହୋଇଛି । ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ସୁନାପଲ୍ଲୀ ଗାଁରେ ଘଟିଛି ଏହି ଘଟଣା। ମୃତ ବ୍ୟକ୍ତି ଜଣକ ପୋଲସରା ଥାନା ଅନ୍ତର୍ଗତ ରାଣୀପଡା ଗାଁର…

କେନ୍ଦୁଝର: କଙ୍କଡାଯୋଡି ଘାଟି ମୁଣ୍ଡା ସାହିରେ ବର୍ବରକାଣ୍ଡ, ଡାହାଣୀ ସନ୍ଦେହରେ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା

କେନ୍ଦୁଝର: ପୁଣି ଅନ୍ଧ ବିଶ୍ବାସର କରୁଣ ପରିଣତି। ଡାହାଣୀ ସନ୍ଦେହରେ ବ୍ୟକ୍ତିଙ୍କୁ ପିଟିପିଟି କରାଗଲା ହତ୍ୟା । ମୃତକ ହେଲେ କେନ୍ଦୁଝର ଝୁମ୍ପୁରା ଥାନା କଙ୍କଡାଯୋଡି ଘାଟି ମୁଣ୍ଡା ସାହିର ଶୁକଲାଲ ମୁଣ୍ଡା । ହତ୍ୟା ପରେ ଶୁକଙ୍କ ସ୍ତ୍ରୀ ଝୁମ୍ପୁରା ଥାନାରେ ଏନେଇ ଅଭିଯୋଗ କରିଛନ୍ତି ।…