କରୋନା ଭୟ : ନିଜ ଆପାର୍ଟମେଣ୍ଟରେ ୫୦ କିମି ଦୌଡିଲେ ଧାବକ, ବାଲକୋନୀରେ ଲଗାଇଲେ ୬୨୫୦ ଚକ୍କର
ଚୀନରେ କରୋନା ଭାଇରସ୍ ଆତଙ୍କ ବଢ଼ିବାରେ ଲାଗିଛି। ହଜାର ହଜାର ଲୋକ ଏହି ଭାଇରସରେ ମୃତ୍ୟୁବରଣ କରିସାରିଲେଣି। ଏହାସହିତ ୩୦ ହାଜରରୁ ଉର୍ଦ୍ଧ୍ୱ ଲୋକ ଆକ୍ରାନ୍ତ ମଧ୍ୟ ହୋଇଛନ୍ତି। ଏଥିଯୋଗୁଁ ଚୀନ ଲୋକଙ୍କ ମନରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି। ଏହି କାରଣରୁ ଏଠାକାର ଲୋକଙ୍କୁ ଘରୁ ବାହାରକୁ…