Browsing Tag

Man from delhi

ଓଡ଼ିଶାରୁ ସୁସ୍ଥ ହୋଇ ଫେରିଲେ ଦିଲ୍ଲୀର କରୋନା ରୋଗୀ, ପ୍ରଶଂସା କଲେ ଓଡ଼ିଶାର ଚିକିତ୍ସା ଓ ଡାକ୍ତରୀ ସେବାକୁ

ଭୁବନେଶ୍ୱର(କେନ୍ୟୁଜ୍‌) : କରୋନା ମହାମାରୀ ବିଶ୍ୱର ସବୁ ଲୋକଙ୍କୁ ବିଚଳିତ କରିଛି । ଭାରତରେ ମଧ୍ୟ ଏହାର ପ୍ରକୋପ ଦିନକୁ ଦିନ ବଢ଼ି ବଢ଼ି ଚାଲିଛି । ସବୁଠୁ ଆତଙ୍କ ସ୍ଥିତି ଏବେ ପହିଞ୍ଚିଛି ମୁମ୍ବାଇ ଓ ଦିଲ୍ଲୀରେ । ତେବେ ଅନ୍ୟ ରାଜ୍ୟର କୋଭିଡ୍‌ ହସ୍‌ପିଟାଲର କରୋନା ଚିକିତ୍ସା ତୁଳନାରେ…