Browsing Tag

MAN REACHES OFFICE

ମସଲା ବାଟିବା ପାଇଁ ମିକ୍ସି ଗ୍ରାଇଣ୍ଡର ଧରି ବିଜୁଳି ଅଫିସରେ ପହଞ୍ଚନ୍ତି ବ୍ୟକ୍ତି, ଜାଣନ୍ତୁ ଏହା ପଛରେ କଣ ରହିଛି…

ଡହ ଡ଼ହ ଖରା ଗରମରେ ଯଦି ବିଜୁଳି ଚାଲିଯାଏ ତେବେ କେତେ କଷ୍ଟ ହୁଏ ଆପଣ ନିଶ୍ଚିତ ଜାଣିଥିବେ । ତା' ଠାରୁ ଆହୁରି କଷ୍ଟ ଘଣ୍ଟା ଘଣ୍ଟା ବସି ବିଜୁଳି ଆସିବା ନେଇ ଅପେକ୍ଷା କରିବା । ଆଉ ଅତି ବ୍ୟତିବ୍ୟସ୍ତ ଲାଗୁଥିବା ବେଳେ ଲାଇନ ହିଁ ଆସେ ନାହିଁ ତେବେ ମନକୁ ମନ ଉପାୟ ବାହାର କରି କିଛି ଯୁଗାଡ…