ଡ୍ର ରହିଲା ମାଞ୍ଚେଷ୍ଟର ଟେଷ୍ଟ, ସମ୍ମାନ ବଂଚାଇଲା ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଜବରଦସ୍ତ ଲଢେଇ
ମାଞ୍ଚେଷ୍ଟର : ଆଜି ମାଞ୍ଚେଷ୍ଟର ଟେଷ୍ଟ ଡ୍ର ରେ ଶେଷ ହୋଇଛି । ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଜବରଦସ୍ତ ଲଢେଇ ଫଳରେ ଭାରତ ଏକ ନିଶ୍ଚିତ ପରାଜୟରୁ ମୁକୁଳି ଆସିପାରିଛନ୍ତି । ବିଶେଷକରି ଶୁବମନ ଗିଲ, କେଏଲ ରାହୁଲଙ୍କ ଭାଗିଦାରୀ ପରେ ରବୀନ୍ଦ୍ର ଜାଦେଜା ଓ ଓ୍ବାସିଂଟନ ସୁନ୍ଦରଙ୍କ ଶତକ ଭାରତକୁ…