ଭାରତୀୟ ହକି ତାରକା ମନଦୀପ ସିଂହଙ୍କୁ କରୋନା, ପ୍ରକାଶ ପାଉନି କୌଣସି ବି ଲକ୍ଷଣ
ଭାରତୀୟ ହକି ଟିମ୍ର ଫରଓ୍ଵାର୍ଡ ମନଦୀପ ସିଂହଙ୍କୁ କରୋନା। ଏହି ଘାତକ ରୋଗରେ ସଂକ୍ରମିତ ହୋଇଥିବା ଷଷ୍ଠତମ ଖେଳାଳି ହେଉଛନ୍ତି ମନଦୀପ। ସୋମବାର ଦିନ ଭାରତୀୟ କ୍ରୀଡ଼ା ପ୍ରାଧିକରଣ(ସାଇ) ଏହି ସୂଚନା ଦେଇଛନ୍ତି। ଜଳନ୍ଧରର ୨୫ ବର୍ଷୀୟ ମନଦୀପଙ୍କ ଠାରେ କରୋନାର କୌଣସି ଲକ୍ଷଣ ପ୍ରକାଶ ପାଉନାହିଁ।…