Browsing Tag

manufacturing in india

ଭାରତରେ ଆରମ୍ଭ ହେଲା Apple iPhone 11ର ଉତ୍ପାଦନ, ଚେନ୍ନାଇରେ ହେଲା ମାନୁଫାକଚରିଂ

Apple iPhone ଭାରତରେ ଉତ୍ପାଦନ ନେଇ ବହୁତ ଦିନରୁ ଚର୍ଚ୍ଚା ହେଉଥିଲା। କିନ୍ତୁ ଏବେ ଭାରତୀୟଙ୍କ ଖୁସି ଖବର। ଆମେରିକୀୟ କମ୍ପାନୀ ଆପଲ୍ ଭାରତରେ ଏହାର ଫ୍ଲାଗସିପ୍ ସିରିଜ୍ iPhone 11 ର ଉତ୍ପାଦନ ଆରମ୍ଭ କରିଛି | ଚେନ୍ନାଇ ନିକଟ ଫକ୍ସକନ୍ ପ୍ଲାଣ୍ଟରେ iPhone 11 ନିର୍ମାଣ କରାଯାଉଛି | ତେବେ…