Below header
Browsing Tag

mao poster in nuapada

ନୂଆପଡ଼ାରେ ମାଓ ପୋଷ୍ଟର ଓ ବ୍ୟାନର ଠାବ, ପିଏଲଜିଏ ୨୩ ବର୍ଷ ପୂର୍ତ୍ତି ପାଳନ କରିବାକୁ ଆହ୍ୱାନ

ନୂଆପଡ଼ା (କେନ୍ୟୁଜ): ପୋଷ୍ଟର ଓ ବ୍ୟାନର ଠାବ । ନୂଆପଡ଼ା ଜିଲ୍ଲା ସାରାବଙ୍ଗ ଗାଁର ଶିବ ମନ୍ଦିର, ମାର୍କେଟ କମ୍ପ୍ଲେକ୍ସ, ମଦଭାଟି ଓ ବିଦ୍ୟୁତ ଖୁଣ୍ଟଗୁଡିକରେ ମାଓ ପୋଷ୍ଟର ମରାଯାଇଥିବା ଦେଖିବାକୁ ମିଳିଛି । ସମସ୍ତ ନାଲି ବ୍ୟାନରକୁ ଉଦ୍ଧାର କଲା ନୂଆପଡା ପୋଲିସ । ପିଏଲଜିଏର ୨୩ ବର୍ଷ…

ନୂଆପଡ଼ାରେ ସରକାରୀ ବସ୍‌ରେ ମାଓପୋଷ୍ଟର ଓ ବ୍ୟାନର ଲଗାଇଲେ ମାଓବାଦୀ

ନୂଆପଡା(କେନ୍ୟୁଜ୍) : ସରକାରୀ ବସ୍‌ରେ ମାଓ ପୋଷ୍ଟର ଓ ବ୍ୟାନର । ଭାରତୀୟ କମ୍ୟୁନିଷ୍ଟ ପାର୍ଟି ମାଓବାଦୀ ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ପୋଷ୍ଟର ଲଗାଯାଇଛି। ଭଇଁଷାଦାନୀରୁ ନୂଆପଡା ଅଭିମୁଖେ ଯାଉଥିବା ସରକାରୀ ବସ୍‌ରେ ଏହି ପୋଷ୍ଟର ଦେଖିବାକୁ ମିଳିଛି। ଆସନ୍ତା ୩୦ ତାରିଖରେ ଫାସିବାଦୀ…