ନିଜେ ଖଞ୍ଜିଥିବା ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ହାର୍ଡକୋର୍ ମାଓବାଦୀର ମୃତ୍ୟୁ
ମାଲ୍କାନ୍ଗିରି(କେନ୍ୟୁଜ୍) : ଛତିଶଗଡ଼ ସୀମାନ୍ତ ବିଜାପୁର ଜିଲ୍ଲାରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଜଣେ ହାର୍ଡକୋର୍ ମାଓବାଦୀର ମୃତ୍ୟୁ ହୋଇଯାଇଛି । ମାଓବାଦୀ ଜଣକ ସୂରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଲ୍ୟାଣ୍ଡମାଇନ୍ ଖଞ୍ଜୁଥିବା ବେଳେ ବିସ୍ଫୋରଣ ଘଟିଥିଲା । ଫଳରେ ଘଟଣାସ୍ଥଳରେ ତା’ର…