Browsing Tag

marine cemetery

କେରଳରେ ହେଲା ଦୁନିଆର ପ୍ରଥମ ସାମୁଦ୍ରିକ କବରସ୍ଥଳ, ଲୋପ ପାଇଯାଉଥିବା ମାଛଗୁଡ଼ିକୁ ଦିଆଯାଉଛି ଶ୍ରଦ୍ଧାଞ୍ଜଳି

କେରଳର କୋଝିକୋଡ୍‌ଠାରେ ପ୍ଲାଷ୍ଟିକ୍‌ ବୋତଲରେ ଦୁନିଆର ପ୍ରଥମ ସାମୁଦ୍ରିକ କବରସ୍ଥଳ ବନାଯାଇଛି। ସିଙ୍ଗଲ୍‌ ୟୁଜ୍‌ ପ୍ଲାଷ୍ଟିକ୍‌ ବ୍ୟବହାର ଦ୍ୱାରା ବଢ଼ୁଥିବା ପ୍ରଦୂଷଣର ମାତ୍ରାକୁ କମ୍‌ କରିବା ତଥା ଏ ଦିଗରେ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଏହା…