ଏଣିକି ବିବାହରେ ଯୋଗ ଦେଲେ ସମସ୍ତଙ୍କର ଆଣ୍ଟିଜେନ୍ ଟେଷ୍ଟ ବାଧ୍ୟତାମୂଳକ
ଗଞ୍ଜାମ: ବିବାହ ଭୋଜି ପାଇଁ ଗଞ୍ଜାମ ଜିଲ୍ଲାରେ ଲାଗୁ ହେଲା ନୂଆ କଟକଣା । ଏଣିକି ବିବାହରେ ଯୋଗ ଦେଲେ ସମସ୍ତଙ୍କର ଆଣ୍ଟିଜେନ୍ ଟେଷ୍ଟ ବାଧ୍ୟତାମୂଳକ । ରିପୋର୍ଟ ନେଗେଟିଭ ଆସିଲେ ହିଁ ଭୋଜିରେ ଯୋଗ ଦେଇପାରିବେ ।
ଏନେଇ ଜିଲ୍ଲାର ସମସ୍ତ ବିଡିଓ ଏବଂ ତହସିଲଦାରଙ୍କୁ ତଦାରଖ କରିବାକୁ…