Below header
Browsing Tag

marriage photo

ସାମ୍ନାକୁ ଆସିଲା ପରିଣୀତି ଓ ରାଘବଙ୍କ ବିବାହ ଫଟୋ, ଆସିନଥିଲେ ପ୍ରିୟଙ୍କା

ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଆପ ସାଂସଦ ରାଘବ ଚଢା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ପରିଣୀତି ଓ ରାଘବଙ୍କ ଫ୍ୟାନ୍ସମାନେ ବିବାହ ଫଟୋ ଦେଖିବା ପାଇଁ ଅତି ଆଗ୍ରହର ସହ ଅପେକ୍ଷା କରିଥିଲେ। ଏହି ଦମ୍ପତିଙ୍କ ବିବାହ ଫଟୋ ସାମ୍ନାକୁ ଆସିଛି। ଫଟୋ ସେୟାର କରି ପରିଣୀତି…

ସୋହେଲଙ୍କ ହାତ ଧରିଲେ ସାଉଥ ସୁନ୍ଦରୀ ହଂସିକା ମୋଟଓ୍ଵାନୀ, ଜୟପୁରରେ ହେଲା ବାହାଘର

ସାଉଥ ସୁନ୍ଦରୀ ହଂସିକା ମୋଟଓ୍ଵାନୀ ପ୍ରେମିକ ତଥା ବ୍ୟବସାୟୀ ସୋହେଲ କଥୁରିୟାଙ୍କ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଜୟପୁରର  ମୁଣ୍ଡୋତା ଫୋର୍ଟରେ ପରିବାର ଲୋକେ ଏବଂ କିଛି ଅନ୍ତରଙ୍ଗ ବନ୍ଧୁଙ୍କ ଉପସ୍ଥିତିରେ ବିବାହ କରିଛନ୍ତି ହଂସିକା। ଯାହାର ଫଟୋ ଏବେ ଭାଇରଲ ହେବାରେ ଲାଗିଛି ।…

ସବୁଦିନ ପାଇଁ ବିବାହ ବନ୍ଧନରେ ବାନ୍ଧିହେଲେ ଆଦିତ୍ଯ ନାରାୟଣ, ସାମ୍ନାକୁ ଆସିଲା ଫଟୋ

ବଲିଉଡର ଜଣାଶୁଣା କଣ୍ଠଶିଳ୍ପୀ ଉଦିତ ନାରାୟଣଙ୍କ ସୁପୁତ୍ର ଆଦିତ୍ୟ ନାରାୟଣ ବିବାହ କରିଛନ୍ତି । ଆଦିତ୍ୟ ତାଙ୍କର ଦୀର୍ଘଦିନର ବାନ୍ଧବୀ ଶ୍ବେତା ଅଗ୍ରଓ୍ବାଲଙ୍କୁ ବିବାହ କରି ସାତ ଜନ୍ମର ସାଥି ହୋଇଛନ୍ତି । ମନ୍ଦିରରେ ଅତି ସାଧାରଣ ଭାବେ ବିବାହ କରିଥିବା ଆଦିତ୍ୟ ଏବଂ ଶ୍ବେତାଙ୍କର ବାହାଘର ଫଟୋ…