ଛୋଟ ପରିବାର ପାଇଁ Maruti କମ୍ପାନୀ ଲଞ୍ଚ କଲା ନୂଆ ଗାଡି, ଜାଣନ୍ତୁ କେତେ ରହିଛି ଏହାର ମୂଲ୍ୟ ?
ମାରୁତି ସୁଜୁକି ଇଣ୍ଡିଆ କମ୍ପାନୀ ନିଜ ମଡେଲ Maruti Suzuki Ignis 2020 ଗାଡିକୁ ନିକଟରେ ଅନୁଷ୍ଠିତ ହୋଇଥିବା ଅଟୋ ଏକ୍ସପୋ ୨୦୨୦ରେ ଲଂଚ କରିଥିଲା । କମ୍ପାନୀ ନିଜ ଏହି ଗାଡିର ଫିଚର୍ସ ଗୁଡିକ ବିଷୟରେ ସର୍ବସାଧାରଣରେ ପ୍ରକାଶ କରିଛି । ମାରୁତିର ଏହି ଗାଡିକୁ ଯଦି ନିକଟରୁ ଦେଖିବେ ତେବେ…