Below header
Browsing Tag

matric copy evaluation

ସଟ୍‌ଡାଉନ ପାଇଁ ୧୧ଟି ଜିଲ୍ଲାରେ ଶନିବାର, ରବିବାର ମାଟ୍ରିକ ଖାତାଦେଖା ବନ୍ଦ

ଭୁବନେଶ୍ବର : ସଟ୍‌ଡାଉନ ପାଇଁ ୧୧ଟି ଜିଲ୍ଲାରେ ମାଟ୍ରିକ ଖାତା ଦେଖା ବନ୍ଦ ରହିଛି । ତେବେ  ସଟ୍‌ଡାଉନ୍‌ ବେଳେ ଜୁନ୍‌ ମାସର ସବୁ ଶନିବାର ରବିବାର ଦୁଇ ଦିନ ଧରି ଖାତାଦେଖା ବନ୍ଦ ରହିବା ନେଇ ସୂଚନା ମିଳିଛି । ଏହି ଦୁଇ ଦିନ ପରେ ସୋମବାରରୁ ପୁଣି ମୂଲ୍ୟାୟନ ଆରମ୍ଭ ହେବ । ସଟଡାଉନ ସମୟରେ…

ମେ’ ୨୦ ତାରିଖରୁ ଆରମ୍ଭ ହେବ ମାଟ୍ରିକ୍‌ ଖାତାଦେଖା, ଜୁଲାଇ ଶେଷରେ ପ୍ରକାଶ ପାଇବ ଫଳ

କଟକ: ମେ’ ୨୦ ତାରିଖରୁ ଆରମ୍ଭ ହେବ ମାଟ୍ରିକ୍‌ ଖାତାଦେଖା । ୧୯ ତାରିଖରେ ପରୀକ୍ଷା କେନ୍ଦ୍ରରେ ରିପୋର୍ଟ କରିବେ ଅବଜରଭର । ଆଜି ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ସାମାଜିକ ଦୂରତା ଓ କୋଭିଡ୍‌-୧୯ର କଟକଣାକୁ ଗୁରୁତ୍ୱ ଦିଆଯାଇ ଖାତାଦେଖା ହେବ । ଏବେ ପ୍ରବଳ…