Browsing Tag

mauli maa jatra

ମାଲକାନଗିରିର ମାଉଲି ଯାତ୍ରାରେ ପୂଜକଙ୍କ ଚାବୁକ ମାଡ଼, ନିଜକୁ କଷ୍ଟ ଦେଇ ମାନସିକ ପୂରଣ କରୁଛନ୍ତି ଶ୍ରଦ୍ଧାଳୁ

ମାଲକାନଗିରି: ମାନସିକ ପୂରଣ ପାଇଁ ଚାବୁକ ମାଡ଼ । ନିଜ ଶରୀରକୁ କଷ୍ଟ ଦେଉଛନ୍ତି ଶ୍ରଦ୍ଧାଳୁ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି କୋରକୋଣ୍ଡା ଅଞ୍ଚଳରେ । ମାଉଲି ଯାତ୍ରାରେ ମାଙ୍କ ନିକଟରେ ମାନସିକ କରିଥିବା ଶ୍ରଦ୍ଧାଳୁ ନିଜର ମାନସିକ ପୂରଣ ହୋଇଥିବାରୁ ସେମାନେ ପୂଜକଙ୍କଠାରୁ…