Browsing Tag

men scratches car

କାର କିଣିଦେଲନି ବାପା, ବିଏମଡବ୍ଲ୍ୟୁ ସୋରୁମ୍‌ ଯାଇ ପୁଅ କଲା ଏମିତି କାଣ୍ଡ

ପ୍ରାୟ ସମୟରେ ଆପଣ ଦେଖିଥିବେ ବାପା ମା’ ମାନେ ପିଲାଙ୍କ ଠାରୁ କାମ ହାସଲ କରିବା ପାଇଁ ସେମାନଙ୍କୁ ବିଭିନ୍ନ ପ୍ରକାର ଲୋଭ ଦେଖାଇଥାନ୍ତି। କେବଳ ଏତିକି ନୁହେଁ ଯଦି ସେ କାମ କରିଦିଅନ୍ତି ତେବେ ସେମାନେ ଯାହା ଚାହୁଁଛନ୍ତି ତାହା ଦେବେ ବୋଲି ମଧ୍ୟ ପ୍ରତିଶୃତି ଦେଇଥାନ୍ତି। ଠିକ୍‌ ଏମିତି ଏକ…