Browsing Tag

Mendrajpur Bus Accident Tragedy

ଗଞ୍ଜାମ ମେଣ୍ଡାରାଜପୁର ବସ୍‌ ଦୁର୍ଘଟଣାକୁ ବର୍ଷେ, ଏବେ ବି ମନରୁ ଲିଭିନି ସେହି ଭୟାବହ ଦୃଶ୍ୟ

ଗଞ୍ଜାମ: ଗଞ୍ଜାମ ଗୋଳନ୍ଥରା ଥାନା ଅନ୍ତର୍ଗତ ମେଣ୍ଡରାଜପୁର ଗାଁରେ ଘଟିଥିବା ବସ୍‌ ଦୁର୍ଘଟଣାକୁ ଆଜି ବର୍ଷେ ପୂରିଛି। ହେଲେ ଏବେବି ଲୋକଙ୍କ ମନରୁ ଲିଭିନି ସେହି ଭୟାବହ ଦୃଶ୍ୟ। ମନେ ପଡିଲେ ଆଜି ବି ଲୋମ ଟାଙ୍କୁରି ଉଠୁଛି। ଦୁର୍ଘଟଣାରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୯ ଜଣ ଆହତ…