Below header
Browsing Tag

Migrant Workers Protest In Surat

ସୁରତରେ ପୁଣି ପ୍ରବାସୀ ଶ୍ରମିକଙ୍କ ହିଂସାକାଣ୍ଡ: ପୋଲିସ ଉପରକୁ ପଥରମାଡ, ୬୦ ଗିରଫ

ଗୁଜୁରାଟର ଶିଳ୍ପ ନଗରୀ ସୁରତରେ ପୁଣିଥରେ ପ୍ରବାସୀ ଶ୍ରମିକମାନେ ହିଂସାକାଣ୍ଡ ଆରମ୍ଭ କରିଦେଇଛନ୍ତି । ନିଜ ନିଜ ରାଜ୍ୟକୁ ଯିବା ପାଇଁ ସୁରତ ଜିଲ୍ଲା ପ୍ରଶାସନ ଟ୍ରେନ ବ୍ୟବସ୍ଥା କରୁ ବୋଲି ସେମାନେ ଦାବି କରି ଏହି ହିଂସାକାଣ୍ଡ କରିଛନ୍ତି । ସୂଚନା ଅନୁସାରେ, ଲକଡାଉନ ଚାଲିଥିବା ଯୋଗୁଁ…