ଓଜନ କମାଇବା ସହ ଉଜ୍ବଳ ତ୍ବଚା ଦେଇଥାଏ ଥଣ୍ଡା କ୍ଷୀର
କିଛି ଲୋକଙ୍କୁ କ୍ଷୀର ପିଇବାକୁ ଆଦୌ ଭଲ ଲାଗି ନଥାଏ। ଛୁଆମାନେ କ୍ଷୀର ନ ପିଇବା ପାଇଁ ଅନେକ ପ୍ରକାରର ବାହାନା କରିଥାନ୍ତି। କ୍ଷୀରରେ କ୍ୟାଲସିୟମ ଏବଂ ପ୍ରୋଟିନ ଭରପୂର ମାତ୍ରାରେ ମହଜୁତ ଥାଏ ଯାହା ଶରୀର ପାଇଁ ବହୁତ ସାହାଯ୍ୟକାରୀ ହୋଇଥାଏ। ଅଧିକାଂଶ ଲୋକ ଗରମ କ୍ଷୀର ପିଇବାକୁ ପସନ୍ଦ…